ଚଳିତ ବର୍ଷ କଟକରେ ହେବ ବାଲିଯାତ୍ରା : କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ଥିଲା

କଟକ: ଚଳିତବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା। କୋଭିଡ ମହାମାରୀ ପାଇଁ ଗତ ୨ ବର୍ଷ ଧରି ବନ୍ଦ ଥିବା କଟକ ବାଲିଯାତ୍ରା ଏଥର ହେବାକୁ ଯାଉଛି ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ। କୋରୋନା ସ୍ଥିତିରେ ସୁଧାର ଆସିଥିବାରୁ ଚଳିତବର୍ଷ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଇଛି। ସୂଚନା ଅନୁଯାୟୀ, କଟକରେ ପୁଣି ହେବ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ପୂର୍ବପରି … Continue reading ଚଳିତ ବର୍ଷ କଟକରେ ହେବ ବାଲିଯାତ୍ରା : କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ଥିଲା